Puri Srimandir: କାମ ଦେଲାନି ବ୍ୟବସ୍ଥା, ବ୍ୟାରିକେଡ୍ ଭାଙ୍ଗିଲା; ପହିଲି ଦିନରେ ଜଗା ଦର୍ଶନ ପାଇଁ ଭକ୍ତ ସମୁଦ୍ର

ନୂଆବର୍ଷରେ ଶ୍ରୀଜିଉଙ୍କ ଦର୍ଶନ ଲାଗି ପୁରୀରେ ଅସମ୍ଭାଳ ଭିଡ଼ । ଟ୍ରେନ୍ ଡବା ଭଳି ବଡ଼ଦାଣ୍ଡରେ ଲାଗିଛି ଭକ୍ତଙ୍କ ଲାଇନ୍ ।

Array