Salman Khan: ସଲମାନଙ୍କ ସୁଟିଂ ସେଟ୍‌କୁ ପଶି ଆସିଲେ ସନ୍ଦିଗ୍ଧ ଯୁବକ, ପଚାରିବାରୁ କହିଲା, ‘ଲରେନ୍ସକୁ କହିବି କି ?’

ଏହି ଘଟଣା ମୁମ୍ବାଇର ଜୋନ୍- ୫ରେ ଘଟିଥିଲା । ସନ୍ଦିଗ୍ଧ ବ୍ୟକ୍ତି ଲରେନ୍ସ ବିଷ୍ଣୋଇ ନାମ ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ପୋଲିସ ତାଙ୍କୁ ପଚରାଉଚରା କରୁଛି ।

Salman Khan: ସଲମାନଙ୍କ ସୁଟିଂ ସେଟ୍‌କୁ ପଶି ଆସିଲେ ସନ୍ଦିଗ୍ଧ ଯୁବକ, ପଚାରିବାରୁ କହିଲା, ‘ଲରେନ୍ସକୁ କହିବି କି ?’
Array