ଶବ ଗୃହରେ କର୍ମଚାରୀଙ୍କ ଘୃଣ୍ୟକାମ, ମହିଳାଙ୍କ ସହ କଲେ ଏମିତି କାମ...
ନୋଏଡା ୨୩/୦୮: କୌଣସି ମୃତ ଶରୀରକୁ ଦେଖିଲେ ଜାତି ଏବଂ ଧର୍ମ ନିର୍ବିଶେଷରେ ପ୍ରତ୍ୟେକ ବ୍ୟକ୍ତି ଏହାକୁ ସମ୍ମାନ କରନ୍ତି । ଏମିତିକି ଲୋକେ ଖାିବା ପିଇବା ଛାଡି ଦିଅନ୍ତି । କିନ୍ତୁ ନୋଏଡାରେ ଏମିତି କଛି ଘଟିଛି ଯାହା ଲଜ୍ଜାରେ ମୁଣ୍ଡ ନୁଆଁଇଦେବ । ନୋଏଡା ସେକ୍ଟର ୯୪ରେ ଘଟିଛି ଏପରି ଅମାନବୀୟ ଘଟଣା । ଏଠାରେ ଥିବା ପୋଷ୍ଟମର୍ଟମ ହାଉସର ଜଣେ କର୍ମଚାରୀ କରିଛନ୍ତି ଏପରି ଘୃଣ୍ୟ କାମ ।ଏଠାରେ ମୃତଦେହ ମଧ୍ୟରେ ଜଣେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲଜ୍ଜାଜନକ ଘଟଣା ରାଜଧାନୀ ଦିଲ୍ଲୀର ଏକ ଶବଗୃହରୁ ନଜର ଆସିଛି । ଶବଗୃହ ମଧ୍ୟରେ ଜଣେ କର୍ମଚାରୀ ମହିଳାଙ୍କ ସହ ଅସଦାଚରଣ କରୁଥିବାର ଭିଡ଼ିଓ ଭାଇରାଲ ହେଉଛି । ନୋଏଡାର ସେକ୍ଟର ୯୪ରେ ଥିବା ଶବଗୃହରୁ ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳୁଛି, ଶବ ଗୃହରେ ଚାରିଆଡ଼େ ଶବ ପଡ଼ି ରହିଛି । ଭିତରେ ଡିପ୍ ଫ୍ରିଜରରେ ବି ବଡ଼ି ଥୁଆ ହୋଇଛି । ଏହା ମଧ୍ୟରେ ସେଠାରେ କାମ କରୁଥିବା ଜମେ କର୍ମଚାରୀ ଆଉ ଜଣେ ମହିଳା କର୍ମୀଙ୍କ ସହ ଜୋରଜବର ଦସ୍ତି କରିବାରେ ଲାଗିଛନ୍ତି । ମହିଳା କର୍ମୀ ଜଣକ ଏହାକୁ ବାରଣ କରୁଥିଲେ କର୍ମଚାରୀ ଜଣଙ୍କ ସହ ଅସଦାଚରଣ କରିବାକୁ ପଛାଉ ନାହାନ୍ତି । ସେଠାରେ ଉପସ୍ଥିତ ଅନ୍ୟମାନେ ଏହାଦେଖି ଭିଡିଓ କରୁଥିଲେ ବି କେହି ଏହାକୁ ବାରଣ କରୁନାହାନ୍ତି । ଏହି ଭ
ନୋଏଡା ୨୩/୦୮: କୌଣସି ମୃତ ଶରୀରକୁ ଦେଖିଲେ ଜାତି ଏବଂ ଧର୍ମ ନିର୍ବିଶେଷରେ ପ୍ରତ୍ୟେକ ବ୍ୟକ୍ତି ଏହାକୁ ସମ୍ମାନ କରନ୍ତି । ଏମିତିକି ଲୋକେ ଖାିବା ପିଇବା ଛାଡି ଦିଅନ୍ତି । କିନ୍ତୁ ନୋଏଡାରେ ଏମିତି କଛି ଘଟିଛି ଯାହା ଲଜ୍ଜାରେ ମୁଣ୍ଡ ନୁଆଁଇଦେବ । ନୋଏଡା ସେକ୍ଟର ୯୪ରେ ଘଟିଛି ଏପରି ଅମାନବୀୟ ଘଟଣା । ଏଠାରେ ଥିବା ପୋଷ୍ଟମର୍ଟମ ହାଉସର ଜଣେ କର୍ମଚାରୀ କରିଛନ୍ତି ଏପରି ଘୃଣ୍ୟ କାମ ।
ଏଠାରେ ମୃତଦେହ ମଧ୍ୟରେ ଜଣେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲଜ୍ଜାଜନକ ଘଟଣା ରାଜଧାନୀ ଦିଲ୍ଲୀର ଏକ ଶବଗୃହରୁ ନଜର ଆସିଛି । ଶବଗୃହ ମଧ୍ୟରେ ଜଣେ କର୍ମଚାରୀ ମହିଳାଙ୍କ ସହ ଅସଦାଚରଣ କରୁଥିବାର ଭିଡ଼ିଓ ଭାଇରାଲ ହେଉଛି । ନୋଏଡାର ସେକ୍ଟର ୯୪ରେ ଥିବା ଶବଗୃହରୁ ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଭିଡିଓରେ ଦେଖିବାକୁ ମିଳୁଛି, ଶବ ଗୃହରେ ଚାରିଆଡ଼େ ଶବ ପଡ଼ି ରହିଛି । ଭିତରେ ଡିପ୍ ଫ୍ରିଜରରେ ବି ବଡ଼ି ଥୁଆ ହୋଇଛି । ଏହା ମଧ୍ୟରେ ସେଠାରେ କାମ କରୁଥିବା ଜମେ କର୍ମଚାରୀ ଆଉ ଜଣେ ମହିଳା କର୍ମୀଙ୍କ ସହ ଜୋରଜବର ଦସ୍ତି କରିବାରେ ଲାଗିଛନ୍ତି । ମହିଳା କର୍ମୀ ଜଣକ ଏହାକୁ ବାରଣ କରୁଥିଲେ କର୍ମଚାରୀ ଜଣଙ୍କ ସହ ଅସଦାଚରଣ କରିବାକୁ ପଛାଉ ନାହାନ୍ତି । ସେଠାରେ ଉପସ୍ଥିତ ଅନ୍ୟମାନେ ଏହାଦେଖି ଭିଡିଓ କରୁଥିଲେ ବି କେହି ଏହାକୁ ବାରଣ କରୁନାହାନ୍ତି ।
ଏହି ଭିଡିଓ ସମ୍ପର୍କରେ ସୂଚନା ପାଇବା ପରେ ଜିଲ୍ଲାପାଳ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ କଡ଼ା ତାଗିଦ କରିଛନ୍ତି । ଏହାପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି । ପୋଲିସ୍ ଏହି ଘଟଣାର ଖୋଳତାଡ଼ ଆରମ୍ଭ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଘଟଣା ପରେ ମୁଖ୍ୟ ଅଭିଯୁକ୍ତଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ।