Air India Flight Crash: ବିପଦ ଜାଣି MAYDAY CALL କରିଥିଲେ ପାଇଲଟ୍, କେମିତି ଟେକ୍-ଅଫ୍ର ୫ ମିନିଟ୍ରେ ହେଲା କ୍ରାସ୍ ?
ଟେକ୍ ଅଫ କରିବାର ୫ ମିନିଟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବିମାନ । ୨୪୨ ଯାତ୍ରୀଙ୍କ ମଧ୍ୟରେ ୧୬୯ ଜଣ ଭାରତୀୟ ଥିଲେ । ୫୩ ବ୍ରିଟିଶ ନାଗରିକ, ୭ ପର୍ତ୍ତୁଗୀଜ୍ ଓ ଜଣେ କାନାଡୀୟ ନାଗରିକ ଥିଲେ ।