Air India Plane Crash: ଡାକ୍ତରଙ୍କ ହଷ୍ଟେଲ ଉପରେ ଗଳି ପଡ଼ିଲା ଏୟାର ଇଣ୍ଡିଆ ବିମାନ

NDRFର ତିନୋଟି ଦଳ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ କରୁଛନ୍ତି। ଏହା ବ୍ୟତୀତ ଭଦୋଦରାରୁ NDRFର ଦୁଇଟି ଦଳ ଅହମ୍ମଦାବାଦ ଅଭିମୁଖେ ଯାତ୍ରା କରିଛନ୍ତି। ଅହମ୍ମଦାବାଦର ସିଭିଲ୍ ହସ୍ପିଟାଲ ପର୍ଯ୍ୟନ୍ତ ଏକ ଗ୍ରୀନ୍ କରିଡର ସୃଷ୍ଟି କରାଯାଇଛି। ଆହତମାନଙ୍କୁ ସେଠାରେ ଭର୍ତ୍ତି କରାଯାଉଛି ।

Air India Plane Crash: ଡାକ୍ତରଙ୍କ ହଷ୍ଟେଲ ଉପରେ ଗଳି ପଡ଼ିଲା ଏୟାର ଇଣ୍ଡିଆ ବିମାନ
Array