Washington Sundar's Father: ଓ୍ୱାଶିଂଟନ ନିରନ୍ତର ଭଲ ପ୍ରଦର୍ଶନ କରୁଛି, ତଥାପି ଲୋକମାନେ ଅଣଦେଖା କରୁଛନ୍ତି
ଚୟନକର୍ତ୍ତାଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁନ୍ଦରଙ୍କ ବାପା। ଚମତ୍କାର ପ୍ରଦର୍ଶନ ପରେ ବି ତାଙ୍କୁ ନିୟମିତ ସୁଯୋଗ ନ ମିଳିବା କାରଣରୁ ବିସିସିଆଇ ଚୟନକର୍ତ୍ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି।