ଉତ୍କଳ ହସ୍ପିଟାଲରେ ନ୍ୟାସନାଲ ଡକ୍ଟର୍ସ ଡେ' ପାଳନ
ଭୁବନେଶ୍ୱର: ନୀଳାଦ୍ରି ବିହାର ସ୍ଥିତ ରାଜ୍ୟର ପ୍ରମୁଖ ଘରୋଇ ସୁପର ମଲ୍ଟିସ୍ପେସିଆଲଟି ଉତ୍କଳ ହସ୍ପିଟାଲରେ ଏକ ସ୍ବତନ୍ତ୍ର ସମାରୋହରେ ପାଳିତ ହୋଇଛି ନ୍ୟାସନାଲ ଡକ୍ଟର୍ସ ଡେ । ଏହି ଅବସରରେ ଉତ୍କଳ ହସ୍ପିଟାଲର ଏମଡି ଡ଼.ପ୍ରଜ୍ଞାନ ରଞ୍ଜନ ଘଡ଼େଇ ଏବଂ ହସ୍ପିଟାଲ ଡାଇରେକ୍ଟର ମେଡିକାଲ୍ ସର୍ଭିସେସ ଡ.ରଞ୍ଜନ କୁମାର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ lଏହି ଅବସରରେ ଏମଡି ପ୍ରଜ୍ଞାନ ରଞ୍ଜନ ଘଡ଼େଇ ଉଦ୍ବୋଧନ ଦେବା ସହ, ଡାକ୍ତରମାନେ ଅଭିଜ୍ଞ ଓ ନିଜ କାମ ପାଇଁ ସବୁବେଳେ ଉତ୍ସର୍ଗୀକୃତ ବୋଲି କହିଥିଲେ । ଡାଇରେକ୍ଟର ମେଡିକାଲ୍ ସଅର୍ଭିସେସ ଡ. ରଞ୍ଜନ କୁମାର ମହାପାତ୍ର କହିଥିଲେ ଯେ, ଡାକ୍ତରମାନେ ବିନା ପୁରଷ୍କାର କିମ୍ବା ଆର୍ଥିକ ଲାଳସା ନରଖି ରୋଗୀସେବା କରିବା ଉଚିତ୍। କାର୍ଯ୍ୟକ୍ରମରେ ହସ୍ପିଟାଲର ସମସ୍ତ ବରିଷ୍ଠ ଡାକ୍ତର ଏବଂ ବିଭିନ୍ନ ବିଭାଗର ଡାକ୍ତର ମାନେ ଉପସ୍ଥିତ ଥିଲେ l
ଭୁବନେଶ୍ୱର: ନୀଳାଦ୍ରି ବିହାର ସ୍ଥିତ ରାଜ୍ୟର ପ୍ରମୁଖ ଘରୋଇ ସୁପର ମଲ୍ଟିସ୍ପେସିଆଲଟି ଉତ୍କଳ ହସ୍ପିଟାଲରେ ଏକ ସ୍ବତନ୍ତ୍ର ସମାରୋହରେ ପାଳିତ ହୋଇଛି ନ୍ୟାସନାଲ ଡକ୍ଟର୍ସ ଡେ । ଏହି ଅବସରରେ ଉତ୍କଳ ହସ୍ପିଟାଲର ଏମଡି ଡ଼.ପ୍ରଜ୍ଞାନ ରଞ୍ଜନ ଘଡ଼େଇ ଏବଂ ହସ୍ପିଟାଲ ଡାଇରେକ୍ଟର ମେଡିକାଲ୍ ସର୍ଭିସେସ ଡ.ରଞ୍ଜନ କୁମାର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l

ଏହି ଅବସରରେ ଏମଡି ପ୍ରଜ୍ଞାନ ରଞ୍ଜନ ଘଡ଼େଇ ଉଦ୍ବୋଧନ ଦେବା ସହ, ଡାକ୍ତରମାନେ ଅଭିଜ୍ଞ ଓ ନିଜ କାମ ପାଇଁ ସବୁବେଳେ ଉତ୍ସର୍ଗୀକୃତ ବୋଲି କହିଥିଲେ । ଡାଇରେକ୍ଟର ମେଡିକାଲ୍ ସଅର୍ଭିସେସ ଡ. ରଞ୍ଜନ କୁମାର ମହାପାତ୍ର କହିଥିଲେ ଯେ, ଡାକ୍ତରମାନେ ବିନା ପୁରଷ୍କାର କିମ୍ବା ଆର୍ଥିକ ଲାଳସା ନରଖି ରୋଗୀସେବା କରିବା ଉଚିତ୍। କାର୍ଯ୍ୟକ୍ରମରେ ହସ୍ପିଟାଲର ସମସ୍ତ ବରିଷ୍ଠ ଡାକ୍ତର ଏବଂ ବିଭିନ୍ନ ବିଭାଗର ଡାକ୍ତର ମାନେ ଉପସ୍ଥିତ ଥିଲେ l