ଶତାୟୁ ଭୋଟର: ଆମେ ବି ବାଛିବୁ ନେତା
ଦେହରେ ଚମ ସବୁ ଧୁଡ଼ୁଧୁଡ଼ୁ ହୋଇଗଲାଣି । ବୟସ ବି ଶହେ ଟପିଲାଣି । ନା ଆଖିକୁ ଭଲ କି ଦିଶୁଛି । ନା ଥରେ କହିଲେ ଭଲକି ସେ ବୁଝିପାରୁଛନ୍ତି । ତଥାପି ଗଣତନ୍ତ୍ରର ମୂଲ୍ୟ ଏମାନଙ୍କୁ ଭଲରେ ଜଣାଅଛି । ସେଥିପାଇଁ ନିଜର ଭୋଟ୍ ଖଣ୍ଡକ ଦେବାକୁ ସେମାନେ ଅନାଇ ବସିଛନ୍ତି ୨୫ ତାରିଖକୁ ।