OPSC ରେ 40 ନମ୍ବର୍ ସ୍ଥାନ ହାସଲ କରିଛନ୍ତି ରଶ୍ମିରଞ୍ଜନ ରାଉତ୍
ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ୍ ଘୋଷର ଗ୍ରାମର ରଶ୍ମିରଞ୍ଜନ ରାଉତ୍ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ 40 ନମ୍ବର୍ ସ୍ଥାନ ହାସଲ କରିଛନ୍ତି । ସେ କିଶୋରନଗର ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ଅଟନ୍ତି । ତାଙ୍କର ଏହି ସଫଳତା ପରେ ବିଦ୍ୟାଳୟ ତରଫରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ର ସୁଅ ଛୁଟିବାରେ ଲାଗିଛି । The post OPSC ରେ 40 ନମ୍ବର୍ ସ୍ଥାନ ହାସଲ କରିଛନ୍ତି ରଶ୍ମିରଞ୍ଜନ ରାଉତ୍ appeared first on Odisha.News.

ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ୍ ଘୋଷର ଗ୍ରାମର ରଶ୍ମିରଞ୍ଜନ ରାଉତ୍ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ 40 ନମ୍ବର୍ ସ୍ଥାନ ହାସଲ କରିଛନ୍ତି ।
ସେ କିଶୋରନଗର ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ଅଟନ୍ତି । ତାଙ୍କର ଏହି ସଫଳତା ପରେ ବିଦ୍ୟାଳୟ ତରଫରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ର ସୁଅ ଛୁଟିବାରେ ଲାଗିଛି ।
The post OPSC ରେ 40 ନମ୍ବର୍ ସ୍ଥାନ ହାସଲ କରିଛନ୍ତି ରଶ୍ମିରଞ୍ଜନ ରାଉତ୍ appeared first on Odisha.News.