Air India Plane Crash: ଦୁଇ ମିନିଟରେ ଦୋହଲିଗଲା ଦୁନିଆ, କ୍ରାସ ହେଲା ଡ୍ରିମ୍ ଲାଇନର୍
ଆକାଶକୁ ଉଠୁ ଉଠୁ କ୍ରାସ୍ ହେଇଗଲା ଏୟାର ଇଣ୍ଡିଆର ସବୁଠୁ ସୁରକ୍ଷିତ ଓ ଅତ୍ୟାଧୁନିକ ଡ୍ରିମ୍ ଲାଇନର୍, ଯାହାକି ୨୦୧୧ରେ ଡେବ୍ୟୁ ପରଠୁ କେବେ ବି ଦୁର୍ଘଟଣାର ସାମ୍ନା କରିନଥିଲା। ବଡ଼ ପ୍ରଶ୍ନ, କେମିତି ଘଟିଗଲା ଏତେ ବଡ଼ ଅଘଟଣ? ଅଭିଜ୍ଞ ପାଇଲଟ୍ ଥାଇ ବି କେମିତି ଫ୍ଲାଇଟ୍ ଉପରୁ ହଟିଗଲା କଣ୍ଟ୍ରୋଲ୍?