Air India Plane Crash: ‘ମୋ ପୁଅ ଦ୍ୱିତୀୟ ମହଲାରୁ ଡେଇଁ ପଡ଼ିଲା ଆଉ...’

ସମ୍ବାଦ ସରବରାହ ସଂସ୍ଥା ANI ସହିତ କଥାବାର୍ତ୍ତା କରି ରମିଲା ବେନ୍ କହିଛନ୍ତି, ‘ବିମାନଟି ହଷ୍ଟେଲ ଉପରେ ହିଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ମୋ ପୁଅର କିଛି ହୋଇନାହିଁ। ମୁଁ ତା ସହିତ କଥା ହୋଇଛି। ମୋ ପୁଅକୁ ଦେଖିବା ପାଇଁ ମୋତେ ଭିତରକୁ ଯିବାକୁ ପଡିବ।

Air India Plane Crash: ‘ମୋ ପୁଅ ଦ୍ୱିତୀୟ ମହଲାରୁ ଡେଇଁ ପଡ଼ିଲା ଆଉ...’
Array