Air India Plane Crash: ହୁ ହୁ ଜଳୁଥିଲା ନିଆଁ, ଜୀବନ ବଞ୍ଚାଇ ଏମିତି ଖସି ଆସିଥିଲେ ରମେଶ ବିଶ୍ୱାସ; ଦେଖନ୍ତୁ ଭିଡିଓ...
ବିଶ୍ୱାସ କୁମାରଙ୍କ ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ସେ ଦୁର୍ଘଟଣାସ୍ଥଳରୁ ବାହାରକୁ ଆସୁଥିବାର ଦେଖାଯାଉଛି। ଭିଡିଓଟି ଦୁର୍ଘଟଣାର ଭୟାବହତା ଏବଂ ସେଠାରେ ଉପସ୍ଥିତ ଲୋକଙ୍କ ଚିତ୍କାର ବିଷୟରେ ସବୁକିଛି ବର୍ଣ୍ଣନା କରୁଛି।