ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟ ଆସିବ ୧୨ ରୁ ୧୬ ମହାବଳ ବାଘ
ଭୁବନେଶ୍ୱର : ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟ ଆସିବ ମହାବଳ ବାଘ l ୧୨ ରୁ ୧୬ ଟି ମହାବଳ ପର୍ଯ୍ୟୟ କ୍ରମେ ୫ ବର୍ଷ ଭିତରେ ଆସିଵା ନେଇ ପିସିସିଫ କହିଛନ୍ତି l ବନବିଭାଗ ଏଥି ପାଇଁ ଭିତିଭୂମି ସୁଦୃଢ କରିଛି l ସେପଟେ ଅଭୟlରଣ୍ୟର ରେଞ୍ଜ ଅଫିସ ଦକ୍ଷତା ବଢାଇବା ପାଇଁ ସାତକୋଶିଆ, ବାଲୁଖଣ୍ଡ ଓ କପିଳlସ ଅଭୟlରଣ୍ୟ ପାଇଁ ପ୍ରଦାନ କରାଯାଇଛି ୧୨ ଟି ଅତ୍ୟାଧୁନିକ ପlଟ୍ରୋଲଙ୍ଗ ଭ୍ୟାନ l ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରୁ […] The post ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟ ଆସିବ ୧୨ ରୁ ୧୬ ମହାବଳ ବାଘ appeared first on KNews Odisha.

ଭୁବନେଶ୍ୱର : ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟ ଆସିବ ମହାବଳ ବାଘ l ୧୨ ରୁ ୧୬ ଟି ମହାବଳ ପର୍ଯ୍ୟୟ କ୍ରମେ ୫ ବର୍ଷ ଭିତରେ ଆସିଵା ନେଇ ପିସିସିଫ କହିଛନ୍ତି l ବନବିଭାଗ ଏଥି ପାଇଁ ଭିତିଭୂମି ସୁଦୃଢ କରିଛି l ସେପଟେ ଅଭୟlରଣ୍ୟର ରେଞ୍ଜ ଅଫିସ ଦକ୍ଷତା ବଢାଇବା ପାଇଁ ସାତକୋଶିଆ, ବାଲୁଖଣ୍ଡ ଓ କପିଳlସ ଅଭୟlରଣ୍ୟ ପାଇଁ ପ୍ରଦାନ କରାଯାଇଛି ୧୨ ଟି ଅତ୍ୟାଧୁନିକ ପlଟ୍ରୋଲଙ୍ଗ ଭ୍ୟାନ l
ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରୁ କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ଏହାକୁ କାର୍ଯ୍ୟକାରୀ କରାଯିବ l ପୂର୍ବର ସୁନ୍ଦରୀକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ଦେଖା ଦେଇଥିଲା l ଲୋକ ବିରୋଧ କରିବା ଫଳରେ ମିଶନ ଫେଲ ମାରିଥିଲା l ମାତ୍ର ଆଗକୁ, ସ୍ଥାନୀୟ ଲୋକ ଜନପ୍ରତିନିଧିମଙ୍କ ସହଯୋଗ ଓ ବୁଝାମଣା ଭିତରେ ଏହାକୁ ଆଗକୁ ବଢ଼ାଯବ l ୟେ ନେଇ ରାଜ୍ୟସରକର ନିଷ୍ପତ୍ତି ନେବେ l
ଏହାସହ ବାଲୁଖଣ୍ଡ ଅଭୟାରଣ୍ୟ ଓ କପିଳାସ ଅଭୟାରଣ୍ୟକୁ ମଧ୍ୟ କେତେକ ପାଟ୍ରୋଲିଂ ଯାନ ପ୍ରଦାନ କରାଯାଇଛି । ଜୀବଜନ୍ତୁଙ୍କ ସୁରକ୍ଷାରେ ନିୟୋଜିତ ହେବ ଏହି ପାଟ୍ରୋଲିଂ ଭ୍ୟାନ । ଏହି ପାଟ୍ରୋଲିଂ ଭ୍ୟାନରେ GPS navigation ସହ ବନ୍ୟପ୍ରାଣୀଙ୍କ ଉଦ୍ଧାର ପାଇଁ ମଧ୍ୟ ବ୍ୟବସ୍ଥା ରହିଛି । ଭୁବନେଶ୍ୱରସ୍ଥିତ ଭରତପୁର ଅଭୟାରଣ୍ୟ ନିକଟରେ ଏହି ପାଟ୍ରୋଲିଂ ଯାନର ଶୁଭାରମ୍ଭ କରିଛନ୍ତି ଜଙ୍ଗଲ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ସମେତ ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ ।
The post ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟ ଆସିବ ୧୨ ରୁ ୧୬ ମହାବଳ ବାଘ appeared first on KNews Odisha.