Air Raid Sirens: ଓଡ଼ିଶା ସାରା ବାଜିଲା ଏୟାର୍ ରେଡ୍ ୱାର୍ଣ୍ଣିଂ ସାଇରନ୍

ହଠାତ୍ ବାଜିଲା ସାଇରନ୍। ବୋଧ ହୁଏ ଯୁଦ୍ଧ ଆରମ୍ଭ ହୋଇଗଲା। ଏମିତି ଭାବି ଧାଁଧାପଡ଼ କଲେ ଲୋକେ। ରାସ୍ତାଘାଟ ଭିଡ଼ ହୋଇଗଲା। ଏମିତି ସମୟରେ କୁନି ଝିଅ ହୋଇଗଲା ନିଖୋଜ। ଆଉ ତା’ପରେ ହେଲା ଏମିତି । ଭିଡ଼ ଭିତରେ ନିଖୋଜଙ୍କୁ ଖୋଜିବା ।

Air Raid Sirens: ଓଡ଼ିଶା ସାରା ବାଜିଲା ଏୟାର୍ ରେଡ୍ ୱାର୍ଣ୍ଣିଂ ସାଇରନ୍
Array