Aircraft Crash: ହାଇୱେରେ ଖସି ପଡ଼ିଲା ବିମାନ, ନିଆଁପିଣ୍ଡୁଳା ହୋଇଗଲା

ବିମାନରେ ଥିବା ଦୁଇ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ତାଙ୍କର ପରିଚୟ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ। ଆହତ ହୋଇଥିବା ମୋଟରଚାଳକଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ବିମାନର ଯାନ୍ତ୍ରିକ ତ୍ରୁଟି କିମ୍ୱା ପାଇଲଟ୍‌ଙ୍କ ଭୁଲ ପାଇଁ ଏହା ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି।

Aircraft Crash: ହାଇୱେରେ ଖସି ପଡ଼ିଲା ବିମାନ, ନିଆଁପିଣ୍ଡୁଳା ହୋଇଗଲା
Array