Alcohol Transport: ଫିଲ୍ମ ଷ୍ଟାଇଲ୍‌ରେ ମଦ ବୋଝେଇ ପିକ୍‌‌ଅପ୍ ଭ୍ୟାନ୍ ଜବତ, ମଦ ମାଫିଆ ଛାନିଆ

ଏହି ଘଟଣା ଆଠଗଡ ଅଞ୍ଚଳରେ ଅନ୍ଧାର ରାତିରେ ଘଟିଥିଲା । ବାଙ୍କି ଓ ଆଠଗଡ ଅବକାରୀ ବିଭାଗର ଟିମ୍ କଳାପଥରରୁ ନୟାଗଡ ଆଡକୁ ଯାଉଥିବା ପିକଅପ ଭ୍ୟାନକୁ ଗୋଡ଼େଇ ୪୫୫ ଲିଟର ଚୋରା ଦେଶୀ ମଦ ଜବତ କରିବା ସ‌ହ ମାମଲା ରୁଜୁ କରିଛି। ପ୍ରଶାସନ ଏହି ଘଟଣାକୁ ଅତି ସଂବେଦନଶୀଳ ଭାବେ ନେଇ ତଦନ୍ତ ଜାରି ରଖିଛି ।

Alcohol Transport: ଫିଲ୍ମ ଷ୍ଟାଇଲ୍‌ରେ ମଦ ବୋଝେଇ ପିକ୍‌‌ଅପ୍ ଭ୍ୟାନ୍ ଜବତ, ମଦ ମାଫିଆ ଛାନିଆ
Array