Allu Arjun Family Tree: ଅଲ୍ଲୁ ଅର୍ଜୁନଙ୍କ ପରିବାର ପୂରା ସେଲିବ୍ରିଟିରେ ପରିପୂର୍ଣ୍ଣ; ଜାଣନ୍ତୁ ଏମାନେ ସବୁ କିଏ…
ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ସୁପର୍ଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ଶୁକ୍ରବାର ଅପରାହ୍ନରେ ସନ୍ଧ୍ୟା ପ୍ରେକ୍ଷାଳୟରେ ଦଳାଚକଟାରେ ଜଣେ ମହିଳା ପ୍ରଶଂସକଙ୍କ ମୃତ୍ୟୁ ଘଟଣାରେ ଗିରଫ ପରେ ତାଙ୍କୁ ଜାମିନରେ ଛଡାଯାଇଛି। ଆପଣ ଏହି ମାମଲା ବିଷୟରେ ନିଶ୍ଚୟ ଜାଣିଥିବେ, କିନ୍ତୁ ଆପଣ ଜାଣନ୍ତି କି ଅଲ୍ଲୁ ଅର୍ଜୁନଙ୍କ ପରିବାର ପୂରା ସେଲିବ୍ରିଟିରେ ପରିପୂର୍ଣ୍ଣ।