Allu Arjun Granted Bail: ଅଳ୍ପକେ ଜେଲ୍ ଯିବାରୁ ବର୍ତ୍ତିଗଲେ ଅଭିନେତା ଅଲ୍ଲୁ; ତେଲେଙ୍ଗାନା ହାଇକୋର୍ଟରୁ ମିଳିଲା ଜାମିନ

ଫ୍ୟାନ୍‌ଙ୍କ ମୃତ୍ୟୁ ପାଇଁ ଅଳ୍ପକେ ଜେଲ୍ ଯିବାରୁ ବର୍ତ୍ତିଗଲେ ଅଭିନେତା ଅଲ୍ଲୁ ଅର୍ଜୁନ। ତଳକୋର୍ଟଙ୍କ ୧୪ ଦିନିଆ ବିଚାର ବିଭାଗୀୟ ହାଜତ ନିର୍ଦ୍ଦେଶ ପରେ ଆଶ୍ବାସନା ଆଣିଲା ତେଲେଙ୍ଗାନା ହାଇକୋର୍ଟଙ୍କ ଜାମିନ୍ ଆଦେଶ। 

Allu Arjun Granted Bail: ଅଳ୍ପକେ ଜେଲ୍ ଯିବାରୁ ବର୍ତ୍ତିଗଲେ ଅଭିନେତା ଅଲ୍ଲୁ; ତେଲେଙ୍ଗାନା ହାଇକୋର୍ଟରୁ ମିଳିଲା ଜାମିନ
Array