Allu Arjun Returns Home: ଜେଲରେ ଗୋଟିଏ ରାତି କାଟିଲେ ଅଲ୍ଲୁ, ଘରକୁ ଫେରି ମୃତ ମହିଳାଙ୍କ ପରିବାରକୁ କହିଲେ Sorry
ହାଇଦ୍ରାବାଦର ଚଞ୍ଚଲଗୁଡ଼ା ସେଣ୍ଟ୍ରାଲ ଜେଲରେ ଅପ୍ରତ୍ୟାଶିତ ଭାବେ ଗୋଟିଏ ରାତି କାଟିବା ପରେ ଆଜି ନିଜ ବାସଭବନରେ ଧନ୍ୟବାଦ ମୁଦ୍ରାରେ ସମସ୍ତଙ୍କ ଉଦ୍ଦେଶ୍ୟରେ କୃତଜ୍ଞତା ଜଣାଇଛନ୍ତି ସାଉଥ ସେନସେସନ୍ ଅଲ୍ଲୁ ଅର୍ଜୁନ ।