ସୀମା ଟପିଗଲା ବର୍ବରତା,୭ମାସର ଗର୍ଭବତୀଙ୍କ ସହ ଗଣ ଦୁଷ୍କର୍ମ
ସୀମା ଟପିଗଲା ବର୍ବରତା। ଅସହାୟ ଯୁବତୀଙ୍କୁ ମାସ ମାସ ଧରି କରାଯାଉଥିଲା ଗଣବଳାତ୍କାର। ପୀଡିତା ଗର୍ଭବତୀ ଥିଲେ ବି ଯୌନ ପିଶାଚ ତାଙ୍କୁ ଛାଡି ନ ଥିଲେ ।