Ama Bus Accidents: ରାଜଧାନୀରେ 'କିଲର୍ ବସ୍': ବେପରୁଆ ଡ୍ରାଇଭିଂ, ୩ ମାସରେ ହେଲାଣି ଏତିକି ଦୁର୍ଘଟଣା
ରାଜଧାନୀ ଭୁବନେଶ୍ବରରେ ଆମ ବସ୍ ସାଜିଛି କିଲର୍ ବସ । ଗତକାଲି ପୁଣି ଏକ ମୁଣ୍ଡ ନେଇଛି ଆମ ବସ୍ । ଖଣ୍ଡଗିରି ଛକରେ ତ୍ରିନାଥ ବେହେରା ନାମଙ୍କ ଜଣେ ବ୍ୟକ୍ତିଙ୍କୁ ଦଳିଦେଇଛି । ୩ ମାସରେ ୭୦ ଦୁର୍ଘଟଣା ପରେ ବି ବୋଲ ମାନୁନି "ଆମ ବସ୍" ।