Smallest Country : ଚର୍ଚ୍ଚାରେ ଦୁନିଆର ସବୁଠୁ ଛୋଟ ଦେଶ, ଯେଉଁଠି ରହନ୍ତି ମାତ୍ର ୩୩ ଲୋକ...
ଦୁନିଆର ସୁବୁଠୁ ଛୋଟ ଦେଶ ବିଷୟରେ ଆପଣ ଜାଣନ୍ତି କି ? ଆଶ୍ଚର୍ଯ୍ୟର କଥା ହେଉଛି, ସେହି ଦେଶରେ ମାତ୍ର ୩୩ ଜଣ ଲୋକ ରହନ୍ତି । ଆଉ ଯଦି କେହି ପର୍ଯ୍ୟଟକ ସେଠାକୁ ଯାଆନ୍ତି ତେବେ ସେମାନଙ୍କୁ ମାତ୍ର ୨ ଘଣ୍ଟା ପାଇଁ ଅନୁମତି ଦିଆଯାଏ । କେଉଁଠି ଅବସ୍ଥିତ ଏହି ଦେଶ, ଆସନ୍ତୁ ଜାଣିବା ।