Ama Bus: ଏହି ୮ ସହରରେ ଗଡ଼ିବ 'ଆମ ବସ୍'

ରାଜ୍ୟର ଆଉ ୮ ସହରରେ ଗଡ଼ିବ 'ଆମ ବସ୍' । କ୍ରୁଟ୍‌ର ୪୯ତମ ବୋର୍ଡ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଦୁର୍ଘଟଣା ରୋକିବାକୁ ସ୍ପିଡ୍ ଉପରେ ଲଗାଯାଇଛି ଅଙ୍କୁଶ । ଇଲେକ୍ଟ୍ରି ବସ୍ ଘଣ୍ଟା ପ୍ରତି ୩୫ କିମି ଓ ଡିଜେଲ୍ ବସ୍ ୪୦ କିମି ସ୍ପିଡରେ ଯିବ ।

Ama Bus: ଏହି ୮ ସହରରେ ଗଡ଼ିବ 'ଆମ ବସ୍'
Array