America Air Strike: ଆମେରିକାର କଳା ଚିଲ B2 ବମ୍ୱର ବିମାନ, ଏହା କେତେ ବିପଦପୂର୍ଣ୍ଣ ଏବଂ ଏହାର ବିଶେଷତ୍ୱ କ'ଣ?

ଇସ୍ରାଇଲ ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଭିତରେ ଲମ୍ଫ ମାରିଛି ଆମେରିକା। ଆଉ ସରପ୍ରାଇଜ ଆଟାକରେ ଇରାନକୁ କରିଛି ଘାଇଲା। ରବିବାର ସକାଳେ ଆମେରିକା ଇରାନର ତିନୋଟି ପରମାଣୁ ଘାଟି ଉପରେ ଆକ୍ରମଣ କରିଛି।

America Air Strike: ଆମେରିକାର କଳା ଚିଲ B2 ବମ୍ୱର ବିମାନ, ଏହା କେତେ ବିପଦପୂର୍ଣ୍ଣ ଏବଂ ଏହାର ବିଶେଷତ୍ୱ କ'ଣ?
Array