Smriti Irani:ପୁଣି ବଡ଼ ପରଦାରେ ତୁଲସୀ, ୨୫ ବର୍ଷ ପରେ ଦମଦାର୍ କମବ୍ୟାକ୍

୨୫ ବର୍ଷ ପରେ ଦମଦାର୍ କମବ୍ୟାକ୍ କରିବେ ଛୋଟପରଦାକୁ । ତାହା ପୁଣି ‘କ୍ୟୁଁକି ଶାଶ୍ ଭି କଭି ବହୂ ଥି-୨’ ରେ । ପୁଣି ଦର୍ଶକ କାନ୍ଦିବେ ଓ ହସିବେ ତୁଲସୀଙ୍କ ସହ ।

Smriti Irani:ପୁଣି ବଡ଼ ପରଦାରେ ତୁଲସୀ, ୨୫ ବର୍ଷ ପରେ ଦମଦାର୍ କମବ୍ୟାକ୍
Array