Amrita Arora: ଦିନେ ଫିଟ୍‌ନେସ୍‌ରେ ଲୋକଙ୍କୁ କରୁଥିଲେ ପାଗଳ; ଏବେ ଦେଖିଲେ ଚିହ୍ନିବା କଷ୍ଟକର

'ଦିଲ୍ଲୀ କି ସର୍ଦ୍ଦି' ଗୀତରେ ନିଜର ଘାତକ ମୁଭ୍ସ ସହିତ ଲୋକଙ୍କୁ ପାଗଳ କରିଥିବା ଅମ୍ରିତା ଆରୋରାଙ୍କ କଥା ମନେ ଅଛି କି? ମଲାଇକା ଅରୋରାଙ୍କ ସାନ ଭଉଣୀ ଅମୃତା ଅନେକ ଫିଲ୍ମରେ କାମ କରିଛନ୍ତି। ସେ ଦିନେ ତାଙ୍କ ଫିଟ୍‌ନେସ୍‌କୁ ନେଇ ବହୁତ ଖବରରେ ରହୁଥିଲେ। ଆଜି କିନ୍ତୁ ତାଙ୍କୁ ଚିହ୍ନିବା କଷ୍ଟକର ହୋଇ ପଡିଛି।

Amrita Arora: ଦିନେ ଫିଟ୍‌ନେସ୍‌ରେ ଲୋକଙ୍କୁ କରୁଥିଲେ ପାଗଳ; ଏବେ ଦେଖିଲେ ଚିହ୍ନିବା କଷ୍ଟକର
Array