Anaconda 2.0: ପୁଣି ଚାଲିବ 'ଆନାକୋଣ୍ଡା 2.0', ମୂଳପୋଛ ହେବେ ନକ୍ସଲ !
ନକ୍ସଲ ପ୍ରଭାବିତ ସରଣ୍ଡା ଜଙ୍ଗଲରେ ଅପରେସନ୍ ‘ଆନାକୋଣ୍ଡା’ 2.0 ଆରମ୍ଭ କରିପାରେ ସୁରକ୍ଷାବାହିନୀ । ଏଥିରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ଡ୍ରୋନ୍, ସାଟେଲାଇଟ୍ ନିରୀକ୍ଷଣ, ପର୍ବତ ସେନା ଓ ଜଙ୍ଗଲ ଯୁଦ୍ଧ ବିଶେଷଜ୍ଞଙ୍କ ସ୍ବତନ୍ତ୍ର ଦଳକୁ ନିୟୋଜିତ କରାଯିବ ।