Antyodaya Housing Scheme: ୬୦ ହଜାର ଲୋକଙ୍କୁ ପକ୍କାଘରର କାର୍ଯ୍ୟାଦେଶ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭକଲେ ମୁଖ୍ୟମନ୍ତ୍ରୀ । ହଟିଲା ପୂର୍ବ ସରକାରର ବିଜୁ ପକ୍କାଘର ଏବଂ ମୋ ଘର ଯୋଜନା । ପ୍ରଥମଥର ପାଇଁ କେନ୍ଦ୍ର ଯୋଜନା ବାଦ୍ ରାଜ୍ୟ ସରକାର ହାତକୁ ନେଇଛନ୍ତି ନିଜସ୍ୱ ବଡ଼ କାର୍ଯ୍ୟକ୍ରମ । ୬୦ ହଜାର ଘର ପାଇଁ ଦିଆଗଲା କାର୍ଯ୍ୟାଦେଶ । ଏହାସହ ୩ ବର୍ଷରେ ତିଆରି ହେବ ୫ ଲକ୍ଷ ଘର ।

Antyodaya Housing Scheme: ୬୦ ହଜାର ଲୋକଙ୍କୁ ପକ୍କାଘରର କାର୍ଯ୍ୟାଦେଶ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
Array