Anushka Sen: ଅନୁଷ୍କା ସେନ୍‌ଙ୍କ ଚମତ୍କାର ଷ୍ଟାଇଲ୍ ଦେଖି ବେକାବୁ ହେଲେ ପ୍ରଶଂସକ… ଭାଇରାଲ୍ ହେଉଛି ଫଟୋ

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ସେନ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ସର୍ବଶେଷ ଫଟୋସୁଟର ଚିତ୍ର ପୋଷ୍ଟ୍‌ କରି ତାଙ୍କ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରନ୍ତି। ତାଙ୍କର ବୋଲ୍ଡ ଏବଂ ଘାତକ ଲୁକ୍‌ ଇନଷ୍ଟାଗ୍ରାମ୍‌ରେ ଖୁବ୍ ଭାଇରାଲ ହୁଏ। ତାଙ୍କର ଏହିଭଳି ଫଟୋ ଦେଖିବା ପାଇଁ ତାଙ୍କ ପ୍ରଶଂସକ ମଧ୍ୟ ଚାହିଁ ବସିଥାନ୍ତି।

Anushka Sen: ଅନୁଷ୍କା ସେନ୍‌ଙ୍କ ଚମତ୍କାର ଷ୍ଟାଇଲ୍ ଦେଖି ବେକାବୁ ହେଲେ ପ୍ରଶଂସକ… ଭାଇରାଲ୍ ହେଉଛି ଫଟୋ
Array