Apache Helicopters to Be Deployed Near Pakistan Border Post Operation Sindhura

#ସୀମା_ ଜଗିବ_'ଆପାଚି'! ଆଉ ହୋଇପାରିବନି ସୀମା ଅନୁପ୍ରବେଶ। ଅବୈଧ ଭାବେ ପଶି ପାରିବେନି ଆତଙ୍କୀ । କାରଣ ଏଣିକି ସୀମା ଉପରେ ରହିବ ତୀକ୍ଷଣ ନଜର। ସୀମା ଜଗିବ ଆପାଚି ଆଟାକ୍ ହେଲିକପ୍ଟର। ଭାରତୀୟ ସ୍ଥଳସେନା ପାଇଁ ଚଳିତ ମାସ ଆମେରିକାରୁ ଆସିବ