Apple's New COO: ଭାରତୀୟ ବଂଶୋଦ୍ଭବଙ୍କୁ ଆପଲ୍‌ କମ୍ପାନୀର ଗୁରୁଦାୟିତ୍ୱ, ଏହି ସହରରେ ସବୀହ ଖାନଙ୍କ ଜନ୍ମ...

ଭାରତୀୟ ବଂଶୋଦ୍ଭବ ସବୀହ ଖାନଙ୍କୁ ଆପଲ୍‌ କମ୍ପାନୀର ଗୁରୁଦାୟିତ୍ୱ ମିଳିଛି । ବିଶ୍ୱର ସୁବୁଠୁ ମୂଲ୍ୟବାନ କମ୍ପାନୀ ଆପଲ୍‌ର COO ହୋଇଛନ୍ତି ସବୀହ । ଟିମ୍‌ କୁକ୍‌ ମଧ୍ୟ ସବୀହଙ୍କୁ ପ୍ରଶଂସା କରିଛନ୍ତି । ଜାଣନ୍ତୁ, ଭାରତର କେଉଁ ସହରରେ ସବୀହଙ୍କ ଜନ୍ମ ।

Apple's New COO: ଭାରତୀୟ ବଂଶୋଦ୍ଭବଙ୍କୁ ଆପଲ୍‌ କମ୍ପାନୀର ଗୁରୁଦାୟିତ୍ୱ, ଏହି ସହରରେ ସବୀହ ଖାନଙ୍କ ଜନ୍ମ...
Array