Arijit Singh: ବଲିଉଡର ଦାମୀ ସିଙ୍ଗର, ୪୦ ଟଙ୍କାରେ ବିକୁଛନ୍ତି ଖାଇବା

ଲାଇମଲାଇଟରୁ ଦୂରରେ ରହୁଥିବା ଅରିଜିତଙ୍କ ପାଖରେ ୪୧୪ କେ।ଟି ଟଙ୍କାର ସଂପତ୍ତି ରହିଛି । ତାଙ୍କର ନଭି ମୁମ୍ବାଇରେ ୮କେ।ଟି ଟଙ୍କାର ଘର ରହିଛି। ଏହା ଛଡା ୩.୪ କେ।ଟିରୁ ଅଧିକ ଦାମର ଲଗଜୁରୀ କାର ରହିଛି ।

Arijit Singh: ବଲିଉଡର ଦାମୀ ସିଙ୍ଗର, ୪୦ ଟଙ୍କାରେ ବିକୁଛନ୍ତି ଖାଇବା
Array