Artificial Intelligence Anchor in Assam: କ୍ୟାବିନେଟ୍ ଖବର ପଢ଼ି ଶୁଣେଇବ AI ଆଙ୍କର, ଅଙ୍କିତାକୁ ଲଞ୍ଚ କଲେ ଆସାମ ସରକାର

ଆସାମ ସରକାରଙ୍କ ପକ୍ଷରୁ AI ଆଙ୍କର, ଅଙ୍କିତାକୁ ଲଞ୍ଚ କରାଯାଇଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଏହି ଆଙ୍କରକୁ ଲଞ୍ଚ କରିଛନ୍ତି। ଏଣିକି ଆସାମ କ୍ୟାବିନେଟର ସମସ୍ତ ନିଷ୍ପତ୍ତ ତଥା ବିଧାନସଭାର ସମସ୍ତ ନିଷ୍ପତ୍ତି ଏହି AI ଆଙ୍କର ଘୋଷଣା କରିବ।

Artificial Intelligence Anchor  in Assam: କ୍ୟାବିନେଟ୍ ଖବର ପଢ଼ି ଶୁଣେଇବ AI ଆଙ୍କର, ଅଙ୍କିତାକୁ ଲଞ୍ଚ କଲେ ଆସାମ ସରକାର
Array