Road Accident Death in Baleshwar: ଦ୍ରୁତ ଗତିରେ ଆସିଲା; ଯୁବକଙ୍କ ଉପରେ ମାଡ଼ିଗଲା

ଗତକାଲି ବିଳମ୍ବିତ ରାତିରେ କୌଣସି କାମରେ ଯୁବକ ଜଣଙ୍କ ଯାଉଥିଲେ। ଏହି ସମୟରେ ଚନ୍ଦନେଶ୍ୱର -ତାଳସାରି ରାସ୍ତା ବିନ୍ଧାପଦ୍ମପୁର ନିକଟରେ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଥିଲା।

Road Accident Death in Baleshwar: ଦ୍ରୁତ ଗତିରେ ଆସିଲା; ଯୁବକଙ୍କ ଉପରେ ମାଡ଼ିଗଲା
Array