କୁବେର ଯନ୍ତ୍ରୀଙ୍କ ପୁଳାପୁଳା ସମ୍ପତ୍ତି

କୁବେର_ଯନ୍ତ୍ରୀଙ୍କ_ପୁଳାପୁଳା_ସମ୍ପତ୍ତି ରାୟଗଡ଼ା ଅଧୀକ୍ଷଣ ଯନ୍ତ୍ରୀଙ୍କ ପୁଳାପୁଳା ସମ୍ପତ୍ତି । ୫୦ ଲକ୍ଷର ବ୍ୟାଙ୍କ ଓ ବୀମା ଡିପୋଜିଟ୍ ସହ ୧୦୦ ଗ୍ରାମ ସୁନା ଠାବ ହୋଇଛି । ୧୦ ଲକ୍ଷ ଟଙ୍କାର ଘର ଆସବାବପତ୍ର ମଧ୍ୟ ଠାବ କରଛି ଭିଜିଲାନ୍ସ । ଯନ୍ତ୍ରୀ ସହଦେବ କିଶାନଙ୍କ ସମ୍ବଲପୁରରେ ୨ଟି ଦାମୀ ପ୍ଲଟ୍ ମଧ୍ୟ ରହିଛି । ଗତକାଲି ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଥିଲେ ଯନ୍ତ୍ରୀ ସହଦେବ କିଶାନ ।

କୁବେର ଯନ୍ତ୍ରୀଙ୍କ ପୁଳାପୁଳା ସମ୍ପତ୍ତି
Array