Ashwini Kumar: କିଏ ଏହି ଅଶ୍ୱିନୀ କୁମାର ? ପଦାର୍ପଣରେ ହାସଲ କଲେ ଏମିତି ରେକର୍ଡ
ରାହାଣେଙ୍କ ୱିକେଟ ପରେ ଅଶ୍ବିନୀ ଅଗ୍ନିବର୍ଷୀ ବୋଲିଂ କରିଥିଲେ। ଏହାପରେ ଆଉ ଜଣେ ପୂର୍ବତନ ଭାରତୀୟ କ୍ରିକେଟର ମନୀଷ ପାଣ୍ଡେଙ୍କୁ, ବର୍ତ୍ତମାନର ଫିନିଶର ରିଙ୍କୁ ସିଂଙ୍କୁ ଆଉଟ କରିଥିଲେ। ପରେ ବିପଜ୍ଜନକ କାରିବିୟାନ ଅଲରାଉଣ୍ଡର ଆନ୍ଦ୍ରେ ରସେଲଙ୍କ ଷ୍ଟମ୍ପ ଭାଙ୍ଗି ଦେଇଥିଲେ ଅଶ୍ୱିନୀ। ପ୍ରଥମ ଥର ଜଣେ ଭାରତୀୟ ବୋଲର ଆଇପିଏଲ ଡେବ୍ୟୁରେ ୪ଟି ଉଇକେଟ ନେଇଥିଲେ।