Pakistan ISI Spy: ଜାସୁସ୍ ପାକିସ୍ତାନ: କେମିତି ସାଧାରଣ ଭାରତୀୟ ସାଜିଲେ ISI ହାତର କଣ୍ଢେଇ ?

'ଅପରେସନ ସିନ୍ଦୂର' ପରଠୁ ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରିବା ଅଭିଯୋଗରେ ଦେଶରୁ ଅତିକମରେ ୧୫ ଜଣ ଗିରଫ ହୋଇଛନ୍ତି । କିଏ ସେନାର ଯବାନ ଥିଲେ ତ ଆଉ କିଏ ଟ୍ରାଭେଲ ବ୍ଲଗର ଓ ସରକାରୀ କର୍ମଚାରୀ ରହିଥିଲେ । କେମିତି ଭାରତର ଏହି ସାଧାରଣ ବ୍ୟକ୍ତି ପାକିସ୍ତାନ ହାତର କାଠକଣ୍ଡେଇ ହେଲେ, ଜାଣନ୍ତୁ ଏ ସମ୍ପର୍କରେ...

Pakistan ISI Spy: ଜାସୁସ୍ ପାକିସ୍ତାନ: କେମିତି ସାଧାରଣ ଭାରତୀୟ ସାଜିଲେ ISI ହାତର କଣ୍ଢେଇ ?
Array