Atul Subhash Suicide Case: ନାତି ପାଇଁ ସୁପ୍ରିମକୋର୍ଟରେ ପହଞ୍ଚିଲେ ଅତୁଲଙ୍କ ମା’; କହିଲେ...

ଅଞ୍ଜୁ ଦେବୀ ଅଭିଯୋଗ କରିଛନ୍ତି ଯେ ତାଙ୍କ ନାତିକୁ ବୋହୂ ଓ ତାଙ୍କ ପରିବାର ଲୋକ ଜୋର୍ ଜବରଦସ୍ତ ରଖିଛନ୍ତି। ତେବେ ତାଙ୍କ ନାତି ଏବେ କେଉଁଠାରେ ଅଛି ତାହା କେହି ଜାଣନ୍ତି ନାହିଁ ବୋଲି ସେ ଅଭିଯୋଗ ଆଣିଛନ୍ତି।

Atul Subhash Suicide Case: ନାତି ପାଇଁ ସୁପ୍ରିମକୋର୍ଟରେ ପହଞ୍ଚିଲେ ଅତୁଲଙ୍କ ମା’; କହିଲେ...
Array