Dowry Death: କାଳି ଝିଅକୁ କେମିତି ବାହା ଦେବୁ?

ଜନ୍ମ କରିଥିବା ଝିଅର ରଙ୍ଗ କଳା ବୋଲି ମୋ ଝିଅକୁ ମାରି ଦେଲେ। କଳାଝିଅକୁ କେମିତି ବିବାହ ଦେବୁ କହି ଟଙ୍କା ମାଗୁଥିଲେ ମୋ ଝିଅକୁ। ଶେଷରେ ତାକୁ ଯେମିତି ତଣ୍ଟିଚିପି ଅତି ନୃସଂଶ ଭାବେ ମାରି ଗଛରେ ଟାଙ୍ଗି ଆତ୍ମହତ୍ୟାର ରୂପ ଦେଉଛନ୍ତି।

Dowry Death: କାଳି ଝିଅକୁ କେମିତି ବାହା ଦେବୁ?
Array