Malaika Arora: ମଲାଇକା ଅରୋରା ପିନ୍ଧିଲେ ଏମିତି ଡ୍ରେସ୍; ଲୋକେ କଲେ ଟ୍ରୋଲ୍
ଫ୍ୟାଶନ କ୍ଷେତ୍ରରେ ୫୧ ବର୍ଷୀୟା ମଲାଇକା ଅରୋରାଙ୍କ ଆଗରେ ପ୍ରାୟ ସମସ୍ତେ ଫିକା। ହଙ୍ଗାମା ପୁରସ୍କାରରେ ମଲାଇକାଙ୍କ ଧଳା ଗାଉନ୍ ଲୁକ୍ ଭାଇରାଲ ହେଉଛି। ମଲାଇକା ଗ୍ଲୋଭସ୍ ସହିତ ଏକ ହଲ୍ଟର ନେକ୍ ଗାଉନ୍ ପିନ୍ଧିଛନ୍ତି। ତାଙ୍କର ଏହି ଲୁକ୍ ପାଇଁ ଟ୍ରୋଲ୍ ମଧ୍ୟ କରାଯାଉଛି।