Sujit Kumar Questions BJD’s Stand: ୱକଫ୍ ବିଲ୍: ‘ରାଜ୍ୟସଭାରେ ରଖିଛନ୍ତି କେଉଁ ଆଭିମୁଖ୍ୟ ? ମୁହଁ ଖୋଲନ୍ତୁ ସବୁ ବିଜେଡି ସାଂସଦ’
୭ ବିଜେଡି ସାଂସଦରୁ ଦେବାଶିଷ ସାମନ୍ତରାୟ ଭୋଟ୍ ଦେବାରୁ ବିରତ ରହିଛନ୍ତି, ମୁନା ଖାଁ ବିରୋଧ କରିଛନ୍ତି ଏବଂ ସସ୍ମିତ ପାତ୍ର ସମର୍ଥନ କରିଛନ୍ତି। କିନ୍ତୁ ଅନ୍ୟ ବିଜେଡି ସାଂସଦମାନେ କ’ଣ କରିଛନ୍ତି, ସେମାନେ ସର୍ବସମ୍ମୁଖକୁ ଆସି ପ୍ରକାଶ କରିବା ଦରକାର ।