Avneet Kaur: ଗ୍ଲାମରସ୍ ଫଟୋରେ ପ୍ରଶଂସକଙ୍କୁ ପାଗଳ କଲେ ଅବନୀତ କୌର୍
ଅଭିନେତ୍ରୀ ଅବନୀତ କୌର୍ ଫିଲ୍ମରେ କମ୍ ଏବଂ ସୋସିଆଲ ମିଡିଆରେ ଅଧିକ ସକ୍ରିୟ। ତାଙ୍କର ସୋସିଆଲ ମିଡିଆରେ ବହୁତ ବଡ଼ ଫ୍ୟାନ୍ ଫଲୋର୍ସ ଅଛନ୍ତି। ସେ ପ୍ରତିଦିନ ଗ୍ଲାମରସ୍ ଫଟୋସୁଟ୍ କରାନ୍ତି ଯାହା ତାଙ୍କ ପ୍ରଶଂସକମାନଙ୍କୁ ପାଗଳ କରିଦିଏ।