Ayushman Bharat: ଜୀବିତ ରୋଗୀଙ୍କୁ ମୃତ ଦେଖାଇ ହରଡଘଣାରେ ଘରୋଇ ହସ୍ପିଟାଲ୍, ତଦନ୍ତ କରୁଛି ପୋଲିସ୍

ପୁଣି ଦେହ ଖରାପ ହେବାରୁ ସେହି ହସ୍ପିଟାଲକୁ ଆସିବା ପରେ ତାଙ୍କୁ ଚିକିତ୍ସା ନକରି ଫେରାଇ ଦେଇଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ । ତେବେ ତାଙ୍କ ପରିବାର ଲୋକ ବ୍ୟସ୍ତ ହୋଇ ଅନ୍ୟ ଏକ ହସ୍ପିଟାଲକୁ ଯାଇ କାର୍ଡ ଦେଖାଇଥିଲେ । ଏହି କାର୍ଡ ଦେଖିବା ପରେ ରୋଗୀ ଜଣଙ୍କ ମୃତ ବୋଲି ପୋର୍ଟାଲରେ ଥିବାର ଜାଣିବାକୁ ପାଇଥିଲେ।

Ayushman Bharat: ଜୀବିତ ରୋଗୀଙ୍କୁ ମୃତ ଦେଖାଇ ହରଡଘଣାରେ ଘରୋଇ ହସ୍ପିଟାଲ୍, ତଦନ୍ତ କରୁଛି ପୋଲିସ୍
Array