Ayushman Card: ଆୟୁଷ୍ମାନ ପଞ୍ଜୀକରଣରେ ତ୍ରୁଟି, ବ୍ୟବହାରକୁ ନେଇ ଦ୍ୱନ୍ଦ୍ୱରେ ହିତାଧିକାରୀ
BSKY କାର୍ଡରେ ସବୁ ସୁବିଧା ମିଳୁଥିଲା, ଏବେ ଯେଉଁ କାର୍ଡ ଆସିଛି ସେଥିରେ ସୁବିଧା ମିଳିବ ତ ? ଯଦି ମିଳିବ କେମିତି ମିଳିବ, କେମିତି କରିବୁ ପଞ୍ଜୀକରଣ ? ଏସବୁ ପ୍ରଶ୍ନକୁ ନେଇ ଏବେ ଦ୍ୱନ୍ଦ୍ୱରେ ହିତାଧିକାରୀ ।