Babil Khan: କାନ୍ଦିଲେ ଇର୍‌ଫାନ୍‌ ଖାନଙ୍କ ପୁଅ; କହିଲେ ବଲିଉଡ୍ ବହୁତ ଖରାପ, ବଲିଉଡ୍ ବହୁତ ଅସଭ୍ୟ

ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି ଇର୍‌ଫାନ୍‌ ଖାନଙ୍କ ପୁଅ ବାବିଲ ଖାନଙ୍କ ଏକ ଭିଡିଓ। ଏଥିରେ ସେ କାନ୍ଦି କାନ୍ଦି ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକାକୀ ଅନୁଭବ କରିବା ବିଷୟରେ କହୁଥିବା ନଜର ଆସନ୍ତି।

Babil Khan: କାନ୍ଦିଲେ ଇର୍‌ଫାନ୍‌ ଖାନଙ୍କ ପୁଅ; କହିଲେ ବଲିଉଡ୍ ବହୁତ ଖରାପ, ବଲିଉଡ୍ ବହୁତ ଅସଭ୍ୟ
Array