Balaghat Encounter: ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର, ୪ ନକ୍ସଲ ନିପାତ

ମଧ୍ୟପ୍ରଦେଶର ବାଲାଘାଟ ପଚମା ଦାଦର ଜଙ୍ଗଲରେ କମ୍ବିଂ ଅପରେସନ ବେଳେ ମୁହାଁମୁହିଁ ହୋଇଛନ୍ତି ସୁରକ୍ଷାବାହିନୀ ଓ ନକ୍ସଲ  । ଏନକାଉଣ୍ଟରରେ ୪ ନକ୍ସଲ ନିପାତ ହୋଇଛନ୍ତି । ଘଟଣାସ୍ଥଳରୁ ହ୍ୟାଣ୍ଡ ଗ୍ରେନେଡ୍, ରକେଟ ଲଞ୍ଚର ସହ ରାଇଫଲ୍ ଜବତ ହୋଇଛି ।

Balaghat Encounter: ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର, ୪ ନକ୍ସଲ ନିପାତ
Array