Balanga Girl Burn Case: ବୟାନ ବଦଳାଇଲେ ବଳଙ୍ଗା ପୀଡ଼ିତା !

ଗୋଟିଏ ପଟେ ବଳଙ୍ଗା ଘଟଣାରେ ରାଜ୍ୟ ଉଠୁଛି ପଡ଼ୁଛି। ଅନ୍ୟପଟେ ନାବାଳିକା ପୀଡ଼ିତାଙ୍କ ବୟାନରେ ତାଳମେଳ ରହୁନଥିବା ସୂଚନା ମିଳିଛି।

Balanga Girl Burn Case: ବୟାନ ବଦଳାଇଲେ ବଳଙ୍ଗା ପୀଡ଼ିତା !
Array