ଗଣ୍ଡା ଗଣ୍ଡା କଂପ୍ୟୁଟର ଅଛି, ହେଲେ ନାହାନ୍ତି କଂପ୍ୟୁଟର ଶିକ୍ଷକ
ଗଣ୍ଡା ଗଣ୍ଡା କଂପ୍ୟୁଟର ଅଛି, ହେଲେ ନାହାନ୍ତି କଂପ୍ୟୁଟର ଶିକ୍ଷକ। ଫଳରେ ପିଲାଙ୍କୁମିଳିପାରୁନି ବୈଷୟିକ ଶିକ୍ଷା। ଏପରିକି ବ୍ୟବହାର ହେଉନଥିବାରୁ ଖରାପ ହେବା ଅବସ୍ଥାକୁ ଆସିଲାଣି ଶହ ଶହ କଂପ୍ୟୁଟର।