Balangir Bhimabhoi Medical College: ରୋଗୀଙ୍କ ପାଇଁ ଥିବା ଡ୍ରେସିଂ ଟେବୁଲରେ ଚାଲିଲା କୁକୁର ଚିକିତ୍ସା, କହିବାକୁ କେହି ନାହିଁ

ଫାଣ୍ଡିରେ ଥିବା ପୋଲିସ ବାବୁ ବି ପାଖରେ ଛିଡା ହୋଇ ଗପ କହୁଥିଲେ । କିନ୍ତୁ ମଣିଷ ଚିକିତ୍ସା ହେଉଥିବା ଟେବୁଲ ଉପରେ କୁକୁରକୁ ନିଜେ ଡ୍ରେସିଂ କରିଥିଲେ ଯୁବକ ଜଣକ । ଏପରିକି ବାରଣ କରୁଥିବା ପୋଲିସ ବାବୁଙ୍କୁ ଉପଦେଶ ଦେଉଥିଲେ ଯୁବକ ଜଣକ । ଦୀର୍ଘ ସମୟ ଧରି କାଜୁଆଲଟି ଭିତରେ ଚାଲିଥିଲା ହାଇଡ୍ରାମା ।

Balangir Bhimabhoi Medical College: ରୋଗୀଙ୍କ ପାଇଁ ଥିବା ଡ୍ରେସିଂ ଟେବୁଲରେ ଚାଲିଲା କୁକୁର ଚିକିତ୍ସା, କହିବାକୁ କେହି ନାହିଁ
Array