Balangir Police: ନିଶା ରାତିରେ ପୋଲିସର ଚୋରା ପୀରତି, ଧରା ପକାଇଦେଲା ସିସିଟିଭି...
ବିଳମ୍ବିତ ରାତିରେ ଦୁର୍ଘଟଣା ଘଟାଇଲା କଣ୍ଟେନର । ଡ୍ରାଇଭର ନାଁରେ ପରୱାନା ଜାରି କଲା ପୋଲିସ । ହେଲେ ଦୁର୍ଘଟଣା ସ୍ଥଳର ସିସିଟିଭି ଫୁଟେଜ ସାମ୍ନାକୁ ଆସିବା ପରେ ଧରାପଡିଗଲା ନିଶା ରାତିରେ ବଲାଙ୍ଗୀର ପୋଲିସର ଚୋରା ପୀରତି ।